ଭଦ୍ରକ,ଦୋଳସାହି ଟି ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ। ତିହିଡ଼ି ବ୍ଳକ ଅଧିନ ଦୋଳସାହି ପଞ୍ଚାୟତ ର ରାମନାରାୟଣ ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆ...
Blog
ଭୁବନେଶ୍ୱର, ଜାନୁଆରୀ ୦୪, ୨୦୨୬: ଯାତ୍ରୀ ସୁରକ୍ଷାକୁ ଉନ୍ନତ କରିବା ଏବଂ ରେଳ ଭିତ୍ତିଭୂମିର ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ, ପୂର୍ବ ତଟ...
प्रविष्टि तिथि: 03 JAN 2026 8:02PM by PIB DelhiThe Union Minister for Railways, Information & Broadcasting, and...
ଭୁବନେଶ୍ୱର (୪/୧) : ୨୦୨୫ ମସିହାକୁ ବିଦାୟ ଦେଇ ୨୦୨୬କୁ ସ୍ୱାଗତ କରିବା ପାଇଁ ଡିସେମ୍ବର ମାସ ୩୧ ତାରିଖ ରାତି ୧୧.୩୦ରୁ...
କଟକ (୪/୧) : ଫେବୃଆରୀ ୨ ଓ ୩ ତାରିଖରେ ଦୁଇ ଦିନ ବ୍ୟାପୀ କଟକ ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟ ପରିସରରେ ଏକ...
ଭୁବନେଶ୍ବର: କ୍ୟାଣ୍ଟର-ପିକଅପ ଭ୍ୟାନ ଧକ୍କା । ୧୫ ଆହତ । ଗଞ୍ଜାମ ଜିଲ୍ଲା ଚିକିଟି ରାସ୍ତା ଝାଟିପିଟିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ...
ପୁରୀ: ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି । କିଛି ସମୟ ବନ୍ଦ ରହିଥିଲା ଦର୍ଶନ । ମନ୍ଦିର କମାଣ୍ଡରଙ୍କୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କ ଧକ୍କା । ସେବକ...
ବରଗଡ଼/ପୁରୀ: ପୁରୀରେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ସେ ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼...
ଭୁବନେଶ୍ବର: ଭିଜିଲାନସ ଜାଲରେ ପୋଲିସ ବାବୁ । ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆଇଆଇସି । ଭୁବନେଶ୍ବର ରାଜମହଲ ଛକରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଲାଞ୍ଚ ଟଙ୍କା ସହ ଧରିଲା ଭିଜିଲାନ୍ସ ।
କାକଟପୁର: କୁହୁଡ଼ି ଯୋଗୁ ପରିବା ଚାଷ କ୍ଷତିଗ୍ରସ୍ତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବେଗୁନିଆବସ୍ତା ଗାଁରେ ବିଭିନ୍ନ ପନିପରିବା ନଷ୍ଟ ହେବା ଆରମ୍ଭ ହେଲାଣି । ବାଇଗଣ, କୋବି, ବିନ୍ସ ଆଦି ପରିବାରେ ପୋକ ଲାଗି ନଷ୍ଟ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

