ଖରାଦିନ ଆସିବା ମାତ୍ରେ ସମସ୍ତେ ଚିନ୍ତାରେ ରହିଥାନ୍ତି । ସ୍କିନକୁ ନେଇ ଅନେକ ସମସ୍ୟା ଦେଖା ଦେଇଥାଏ । ଖରାଦିନରେ ଧୂଳି, ମଳି, ଅତ୍ୟଧିକ ଝାଳ ପାଇଁ ଆମ ସ୍କିନ୍ ଡଲ୍ ଦିଶିଥାଏ । ଖାସ କରି ଝିଅମାନେ ତାଙ୍କ ତ୍ୱଚା ପାଇଁ ଅଧିକ ସଚେତନ ରହିଥାନ୍ତି । ସେହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ଜିନିଷ ମୁଁହରେ ବ୍ୟବହାର କରିଥାନ୍ତି । ବାଦାମ ତେଲ ଚମକ ତ୍ୱଚା ପାଇଁ ବିବେଚନା କରାଯାଏ । ଗରମ କାରଣରୁ ତେଲ ଲଗାଇବା ଦ୍ୱାରା ମୁଁହରେ ବ୍ରଣ, ତେଲିଆ ଭଳି ଲାଗିଥାଏ । ହେଲେ କିନ୍ତୁ ଜାଣିଛନ୍ତି କି ମୁଁହରେ ଖରାଦିନରେ ବାଦାମ ତେଲ ଲଗାଇବା କେତେ ଲାଭଦାୟକ ? ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

