କଳାହାଣ୍ଡି ଆଦର୍ଶ ବିଦ୍ୟାଳୟ ଜୟପାଟଣା, ଚଞ୍ଚରପଡା ଚଳିତ ବର୍ଷ ଏକା ଦଶ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କପୁରମାଳ ଗ୍ରାମ ର ରେଣୁକା ବାଗ, ୭୯.66% ରଖି କଲେଜ ଟପ୍ପର ହୋଇଛନ୍ତି, ସେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆଦର୍ଶ ବିଦ୍ୟାଳୟ ରେ ୮୯.8%ରଖି ଷଷ୍ଠ ନମ୍ବର ସ୍ଥାନ ରଖିଥିଲେ ଓ ପରବର୍ତୀ ଏକାଦଶ ଶ୍ରେଣୀରେ ସେହି କଲେଜ ରେ ପ୍ରଥମ ସ୍ଥାନ ବା ଟପ୍ପର ହୋଇଛନ୍ତି । ସେହିଭଳି ଦ୍ବିତୀୟ ଟପ୍ପର ହାସଲ କରିଛନ୍ତି ସୌମିଦ ସିଂ ୭୪.00% ରଖି ଦ୍ଵିତୀୟ ଟପ୍ପର ହୋଇଛନ୍ତି, ସେ ଦଶମ ବୋର୍ଡ ପରୀକ୍ଷା ରେ ୯୫.2%ରଖି ଦଶମ ଟପ୍ପର ହୋଇଥିଲେ ଓ ତୃତୀୟ ଟପ୍ପର ଭାବରେ ଟିକେମଣୀ ପୂଝରୀ ୬୪.83%ରଖିଛନ୍ତି। ନିଜ ନିଜ ଦକ୍ଷତା ଅନୁଯାୟୀ ନିଜର ଭବିଷ୍ୟତ ଗଢିବାରେ ପ୍ରୟାସ କରୁଥିବା ଛାତ୍ର ଛାତ୍ରୁ ଙ୍କୁ ସମଗ୍ର ଅଞ୍ଚଳବାସୀ ବା ଶିକ୍ଷକ ଓ ନିଜ ପରିବାର ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳୁଛି।

