ଦେଶ- ବିଦେଶ

ବାଂଲାଦେଶରେ ଭୂକମ୍ପ ଝଟକା, ତୀବ୍ରତା ୪.୧

Spread the love

ବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ବାଂଲାଦେଶର ଢାକା ଏବଂ ଅନ୍ୟାନ୍ୟ ଆଖପାଖ ଜିଲ୍ଲାଗୁଡିକରେ ଏହାର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୧ ଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ନରସିଙ୍ଗଡିରେ ୩୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଭୂକମ୍ପର ଝଟକା ପ୍ରାୟ ଆଜି ସକାଳ ୬ଟା ୧୪ ମିନିଟରେ ହୋଇଥିଲା । ଭୂକମ୍ପ ହେବାରୁ ଲୋକେ ଙୟରେ ଘରୁ ଦୌଡିଥିଲେ । କିନ୍ତୁ ଏହାର ଝଟକାରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ ।

Leave a Reply

Your email address will not be published. Required fields are marked *