ଭୁବନେଶ୍ବର: ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର।...
ନୂଆଦିଲ୍ଲୀ: ଇରାନ ଉପରେ ହେବ ଭୟଙ୍କର ଆକ୍ରମଣ । ଜୋରଦାର ଆକ୍ରମଣ ହେବ ବୋଲି ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ । ଗତ ୧୨ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ଇରାନ ଏପର୍ଯ୍ୟନ୍ତ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ‘ଅପରେସନ୍ ଏପିକ୍ ଫ୍ୟୁରୀ‘ ଅନ୍ତର୍ଗତ ଇରାନ ଉପରେ ସର୍ବାଧିକ ସଂଖ୍ୟାରେ ଫାଇଟର ଜେଟ୍ ଏବଂ ବୋମା ବର୍ଷଣକାରୀ ବିମାନ ଆକ୍ରମଣ ହେବ । ଇରାନର ମିସାଇଲ୍ ଭଣ୍ଡାର, ନୌସେନା ବେସ୍ ଏବଂ ପ୍ରତିରକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଏହି ଆକ୍ରମଣର ଲକ୍ଷ୍ୟ ହେବ ବୋଲି ହେଗସେଥ କହିଛନ୍ତି । ସେପଟେ ଇସ୍ରାଏଲ ସହିତ ହେବାକୁ ଥିବା ମିଳିତ ଅପରେସନରେ ଇରାନ ସମେତ ଦକ୍ଷିଣ ଲେବାନନରେ ଥିବା ହିଜବୁଲ ଆଡ୍ଡା ଉପରେ ମଧ୍ୟ ଭୟଙ୍କର ଏୟାରଷ୍ଟ୍ରାଇକ ହେବ ବୋଲି କୁହାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଯୁଦ୍ଧରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଇରାନ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଯଦି ଆମେରିକା ସବୁଠାରୁ ବଡ଼ ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି ।
ରେଢାଖୋଲ: ଜଳୁଛି ଜଙ୍ଗଲ। ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ । ହୁ ହୁ ହୋଇ ଜଳୁଛି ଜଙ୍ଗଲ । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଜୀବଜନ୍ତୁ ମଧ୍ଯ ଅକାରଣେ ମୃତ୍ଯୁବରଣ କରୁଛନ୍ତି । ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର,ଚାରମାଳ,ବଡମାଳରେଞ୍ଜ,ନାକଟିଦେଉଳ, ବଡବାହାଳ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଲାଗିଛି ନିଆଁ । ପ୍ରକୋପ ଏତେ ଜୋରରେ ଥିଲା ଯେ ବନବିଭାଗ ଆୟତ୍ତ କରିବାକୁ ନାକେଦମ ହୋଇପଡିଥିଲା । ଖରାଦିନ ଆସିନଥିବାବେଳେ ଏବେଠୁ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଛି । ଗତକାଲି ସେହିଭଳି, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ...
ତିହିଡ଼ି, ୧୦.୦୩: ବିଶ୍ୱ ମହିଳା ଦିବସ ଦିବସରେ ସମାଜସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାଳିକ ଜଣେ ଅସହାୟ ବିଧବାଙ୍କୁ ନିଜର ଜୀବନ ସାଥି...
₹318.07 Cr Cleared to Modernise Traction System on Strategic Duvvada–Visakhapatnam–Vizianagaram Freight Corridor Raichur–Guntakal Section Gets ₹259.39 Cr...
The total estimated cost of the projects is Rs 4,474 crore and will be completed up to...
ତିହିଡି, ୧୦.୦୩: ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାରସର ପଞ୍ଚାୟତ ଅଧିନ ସାପକାତିଆ ଗାଁରେ ଜଣେ ଗର୍ଭବତୀ ମହଳାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା...
ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫ ରୁ ମାର୍ଚ୍ଚ ୭ତାରିଖ ଦିନ ସନ୍ଧ୍ୟା ରେ ମହିଳା ଦିବସ ଗୁଗଲ ମିଟ ରେ...
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ କୋଭିଡ ଭ୍ୟାକସିନ ଯୋଗୁଁ ହୋଇଥିବା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା କ୍ଷତି ପାଇଁ କ୍ଷତିପୂରଣ ନୀତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି...
ବେଙ୍ଗାଳୁରୁ : ସାରା ଦେଶରେ ଏଲପିଜି ଟେନସନ୍ । ଆଜିଠାରୁ ବେଙ୍ଗାଳୁରୁରେ ବନ୍ଦ ରହିବ ହୋଟେଲ । ହୋଟେଲ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି...

