ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପଶ୍ଚିମବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ୨୧୯ ନମ୍ବର ଦାନ୍ତନ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଜିତ କୁମାର ଜାନାଙ୍କ ପାଇଁ ପଥପ୍ରାନ୍ତ ସଭା କରିବା ସହିତ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଏକ ଦୀର୍ଘ ରୋଡ଼ ସୋ କରିଛନ୍ତି |
No WhatsApp Number Found!
WhatsApp us
