ଆଜି ଅପରାହ୍ନ ରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପ ରେ ନାରୀ ଶକ୍ତି ବନ୍ଦନ୍ ଅଧିନିୟମ ସଶକ୍ତ ନାରୀ, ସଶକ୍ତ ଭାରତ ବିଷୟ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ଏହି ଅବସରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ସମସ୍ତ ବିବରଣୀ ଜଣାଇ ଥିଲେ , ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀ ରେ ମଞ୍ଚାସିନ ଥିଲେ |ସେ କହିଥିବା ବିଷୟ ବସ୍ତୁ ଗୁଡିକ ନିମ୍ନ ପତ୍ରରେ ଉଲ୍ଲେଖ ଅଛି |

