ଦୋଳସାହି ପଂଚାୟତ ରାଢଙ୍ଗ ବାସନ୍ତୀ ପୂଜା ଅବଶରରେ ଦଶମୀ ପୂଜା ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମରେୟ ଶହଶହ ଭକ୍ତ ପ୍ରସାଦ ସେବନ କରିଥିଲେ ସହଯୋଗ କରିଥିଲେ ସଭାପତି ଶରତ ସେନାପତି ସହ ସମ୍ପବାଫକ ନରେନ୍ଦ୍ର ସେନାପତି ମହେସ୍ୱର୍ ମୁଦୁଲି ସୁଶାନ୍ତ ମିଶ୍ର ମନୋଜ ମୁଦୁଲି ବ୍ରଜେସ ସେନାପତି ଚଗୁଳୁ ସେନାପତି ଅମର ସେନାପତି ରଙ୍ଗା ସେନାପତି ରଜନୀକାନ୍ତ ସେନାପତି ବଟ ବେହେରା ଗଂଗା ବେହେରା ଅଖୟ ମହାରଣା ରବୀନ୍ଦ୍ର ଜେନା ଦିବାକର ଯେନା ଟାଟୁନ ସେନାପତି ନନ୍ଦୀଆ ବେହେରା ବାପୁନ୍ ପଳାଇ ଅଗଣା ବେହେରା ବୈକୁଣ୍ଠ ପତି ରମେଶ ସାହୁ ମନୋଜ ମୁଦୁଲି ଚଗଲା ମହୁରୀ ଆଖୟ ତ୍ରିପାଠୀ ବୁଧିରାମ୍ ସାହୁ ମାଙ୍କ ପୁରହିତ ଅରୁ ମିଶ୍ର ପୁରୋହିତ ପୂଜାକାର୍ଯ୍ୟ ସମାପନ କରିଥିଲେ
ମାଙ୍କ ଠାରେ ଭକ୍ତ ମାନେ ଶୀର୍ବାଦ ଭିକ୍ଷା କରିଥିଲେ

