ରାଜ୍ୟ ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ, ୪ ମୃତ ଆଶଙ୍କା Pramad News Papaer January 4, 2026 (Last updated: January 4, 2026) 0 comments Spread the love ଢେଙ୍କାନାଳ: ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ । ୪ ମୃତ ଆଶଙ୍କା । ମୋଟଙ୍ଗା ଗୋପାଳପୁର ଗାଁ ନିକଟ ପଥର ଖଣିରେ ହୋଇଛି ବିସ୍ଫୋରଣ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଓଡ଼ାପଡ଼ା ତହସିଲଦାର ଓ ମୋଟଙ୍ଗା ପୋଲିସ ତଦନ୍ତ ଚଳାଇଛନ୍ତି । About the Author Pramad News Papaer Administrator Visit Website View All Posts Post Views: 31 Post navigation Previous: ପ୍ରସ୍ତାବିତ ମଦ ଦୋକାନ ସ୍ଥାନକୁ ତିବ୍ର ବିରୋଧ, ତାତିଲେ ଅଞ୍ଚଳବାସୀ ଦେଲେ ଚେତାବନି।Next: ଆହୁରି ୨ ଦିନ ଘନକୁହୁଡ଼ି, ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ରାଜ୍ୟ ସନ୍ଧ୍ୟା ସୁଦ୍ଧା ଖୋଲିବ ହୀରାକୁଦର ୨୨ ଗେଟ୍, ମୁଣ୍ଡଳିରୁ ୭ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ଛାଡ଼ିବାକୁ ଯୋଜନା Pramad News Papaer July 31, 2026 0 ରାଜ୍ୟ ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଆଲର୍ଟ, ସନ୍ଧ୍ୟା ସୁଦ୍ଧା ହୀରାକୁଦରେ ଖୋଲିବ ଅଧିକ ଗେଟ Pramad News Papaer July 31, 2026 0 ରାଜ୍ୟ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୩୨ ଶ୍ରମିକ ମୃତ Pramad News Papaer July 31, 2026 0