ବାତିଲ ହେଉଥିବା ଟ୍ରେନଗୁଡିକ :
୧-ଟ୍ରେନ ନମ୍ବର ୫୮୨୧୩ ଟିଟଲାଗଡ଼-ବିଳାସପୁର ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
୨-ଟ୍ରେନ ନମ୍ବର ୫୮୨୧୪ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
୩-ଟ୍ରେନ ନମ୍ବର ୫୮୨୧୭ ଟିଟଲାଗଡ଼-ରାୟପୁର ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
୪-ଟ୍ରେନ ନମ୍ବର ୫୮୨୧୮ ରାୟପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ଟ୍ରେନଗୁଡ଼ିକର ଗତିପଥ ପରିବର୍ତ୍ତନ:
୧-ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସରଳା-ସମ୍ବଲପୁର-ସମ୍ବଲପୁର ସିଟି ରୁଟ୍ ପରିବର୍ତ୍ତେ ସରଳା-ସମ୍ବଲପୁର ସିଟି ରୁଟ୍ ଦେଇ ଚଳIଚଳ କରିବ ।
୨- ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ରୁଟ୍ ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳIଚଳ କରିବ ।
୩- ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ (JCO) ୦୬.୦୧.୨୦୨୬ ରେ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳIଚଳ କରିବ ।

