January 26, 2026

Connect with Us

Social menu is not set. You need to create menu and assign it to Social Menu on Menu Settings.

Blog

ଭୁବନେଶ୍ୱର : ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର । ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି...
ଭୁବନେଶ୍ୱର : କୋଟିପତି ଫରେଷ୍ଟରଙ୍କ ସମ୍ପତ୍ତି ଦେଖି ଭାଜିଲାନ୍ସ ତାଜୁବ। ଯେତେ ଖୋଳିଲେ ସେତେ ବାହାରୁଛି । ଭିଜିଲାନ୍ସ ହାତରେ ଲାଗିଛି ଫରେଷ୍ଟ ନିରଞ୍ଜନ...
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ୨୦୧୪ ମସିହା ପାଖରୁ ୨୬ ଡ଼ିସେମ୍ବର ରାଷ୍ଟ୍ରୀୟ ବୀର ବାଲ୍ ଦିବସ ପାଳିତ ହୋଇ ଆସୁଅଛି।‎ଏହି କ୍ରମରେ ଆଜି...
ମୈସୁରୁ : କର୍ଣ୍ଣାଟକର ମୈସୁରୁରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବେଲୁନରେ ହିଲିୟମ୍ ଗ୍ୟାସ୍ ଭର୍ତ୍ତି ପାଇଁ ବ୍ୟବହାର କରୁଥିବା ସିଲିଣ୍ଡରର ବିସ୍ଫୋରଣ...
ଆଜିଠୁ ମହଙ୍ଗା ହେଲା ରେଳ ଭଡ଼ା । ରେଳବାଇର ବଢୁଥିବା ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ରେନ ଭଡ଼ା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ଅଡିନାରୀ କ୍ଲାସରେ ୨୧୫ କିମିରୁ କମ୍ ଦୂରତାର ରେଳଯାତ୍ରା ପାଇଁ ଭଡ଼ା ଅପରିବର୍ତ୍ତିତ ରହିଛି ।  ୨୧୫ରୁ ଅଧିକ କିମି ଯାତ୍ରା କଲେ କିଲୋମିଟର ପିଛା ଏକ ପଇସା ବୃଦ୍ଧି ହୋଇଛି । ମେଲ– ଏକ୍ସପ୍ରେସ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି କରାଯାଇଛି ।  ସମସ୍ତ ଟ୍ରେନର ଏସି କୋଚ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି ହୋଇଛି । ତେବେ ଯଦି ମେଲ କିମ୍ବା ଏକ୍ସପ୍ରେସ ଟ୍ରେନର ନନ ଏସି କୋଚରେ ୫ଶହ କିମିରୁ ଅଧିକ ଦୂର ଯାତ୍ରା କରୁଥାନ୍ତି ସେଠାରେ ୧୦ଟଙ୍କା ଅଧିକ ଦେବାକୁ ପଡ଼ିବ । ଭଡ଼ା ବଢିବା ଦ୍ବାରା ଲମ୍ବା ଦୂରତା ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏଣିକି ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଲୋକାଲ ଟ୍ରେନ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ ।  ମାସିକ ପାସ ଦର ମଧ୍ୟ ଅପରିବର୍ତ୍ତିତ ରହିଛି ।  ଟ୍ରେନ ଟିକେଟ ଦାମ ବୃଦ୍ଧି ନିଷ୍ପତ୍ତି ପରେ ଯାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।  ରେଳବାଇ କର୍ମଚାରୀଙ୍କ ଦରମା ଓ ପେନସନ ବାବଦ ହେଉଥିବା ଖର୍ଚ୍ଚକୁ ଭରଣା କରିବାକୁ ରେଳ ଭଡ଼ା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ଭାରତରେ ରେଳ କର୍ମଚାରୀଙ୍କ ଦରମା ବାବଦରେ ୧୧ଲକ୍ଷ ୫୦ହଜାର କୋଟି ଓ ପେନସନ ବାବଦରେ ୬୦ହଜାର କୋଟି ଖର୍ଚ୍ଚ ହୋଇଥାଏ ।  ରେଳ ଭଡ଼ା ବୃଦ୍ଧି ଦ୍ବାରା ରେଳବାଇକୁ ୬ଶହ କୋଟିର ରାଜସ୍ବ ମିଳିବ ।  ୨୦୨୫ରେ ଏହା ରେଳଭଡ଼ାରେ ଦ୍ବିତୀୟ ଥର ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ମାସରେ ମଧ୍ୟ ରେଳଭଡ଼ା ସାମାନ୍ୟ ବୃଦ୍ଧି ହୋଇଥିଲା ।
ଭୁବନେଶ୍ବର: କୋରେଇର ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଭୁବନେଶ୍ୱରରେ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା । ସୂଚନା ଅନୁଯାଇ ଶ୍ରୀମତୀ ମହାନ୍ତି ଗତ କିଛିଦିନ...