ରାଜ୍ୟ

ଆଜି ୫ ଲକ୍ଷ କ୍ୟୁସେକ ପାଣି ଟପିଲା ମୁଣ୍ଡଳୀରେ। ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି।

Spread the love

କଟକ: ଆଜି ୫ ଲକ୍ଷ କ୍ୟୁସେକ ପାଣି ଟପିଲା ମୁଣ୍ଡଳୀରେ। ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି। ଏହାଫଳରେ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଇଛି।

ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି। ଏହାଫଳରେ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଇଛି।

ଉପରମୁଣ୍ଡରେ ବିଶେଷ କରି ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *