ରାଜ୍ୟ

ରେମୁଣା ବିଜେପି କାର୍ଯ୍ୟଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

Spread the love

ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟଳୟରେ ପ୍ରଖର ରାଷ୍ଟ୍ରବାଦୀ ଏକାତ୍ମ ମାନବବାଦ ତଥା ଭାରତୀୟ ଜନସଂଘର ସଂସ୍ଥାପକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ,

ମହେଶ୍ୱର ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁକୁମାର ଦାସ, କୃଷ୍ଣ ଚନ୍ଦ୍ର ସାହା, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ମଣ୍ଡଳ ସଭାପତି ଉମାକାନ୍ତ ଜେନା, ବିବେକ ବିକାଶ ରାଉତ, ମାନସ ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ମାୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ହରେନ୍ଦ୍ର ମଲ୍ଲିକ, କାମଳ ଲୋଚନ ପ୍ରଧାନ, ନିତୁନ କୁମାର ସାହା, ରବିତା ଦାସ, ବିପିନ ମାରାଣ୍ଡି, ମିନାକ୍ଷୀ ମହାପାତ୍ର, ଚନ୍ଦ୍ରମଣି ମହାପାତ୍ର, ଗଣେଶ ନାୟକ, ସନ୍ୟାସୀ ମହାନ୍ତି, କାର୍ତ୍ତିକ ଦାସ, ଭାସ୍କର ମଲ୍ଲିକ, ନିରଞ୍ଜନ ବେହେରା, କମଳାକାନ୍ତ ଦାଶ, ବିନାୟକ ପରିଡ଼ା ଇତ୍ୟାଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *