ଅରଫ ରୁ ଏକ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା. ଏହି ସଂଗୀତ କାର୍ଯ୍ୟକ୍ରମ ରେ ମୁଖ୍ୟ କଣ୍ଠଶିଳ୍ପୀ ମାନେ ହେଲେ ବରିଷ୍ଠ କଣ୍ଠଶିଳ୍ପୀ ତଥା( ସାମ୍ବାଦିକ )ଆଶୁତୋଷ ମହାପାତ୍ର, ସଙ୍ଘ ର ସଭାପତି ଶ୍ରୀ ରମେଶ ଚନ୍ଦ୍ର ସେଠି, ଉଦଘୋଷାକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସେସଦେବ ପାଳ, ଦି ପିତାମ୍ବର ଅଚାରୀ, ପିଙ୍କି, ରୁବିନା, ଧର୍ମା, ଏବଂ ବାହୁ ଗୁଡିଏ କଣ୍ଠ ଶିଳ୍ପୀ ମାନେ ଯୋଗଦାନ କରିଥିଲେ. ଭଜନ ପରିଶେଷରେ ରେ ସଙ୍ଘ ର ସମସ୍ତ କଣ୍ଠଶିଳ୍ପୀ ମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରିଥିଲେ,

