ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ଷ୍ଟାରସିପ୍ ପୁଣି ଥରେ ଇତିହାସ ରଚିଛି। ସ୍ପେସ୍ ‘ଏକ୍ସ’ର ଷ୍ଟାରସିପ୍ ସ୍ପେସ୍ କ୍ରାଫ୍ଟ ଶନିବାର ଦିନ କକ୍ଷପଥରୁ ଫେରିଛି ଏବଂ ଟେକ୍ସାସର ଲଞ୍ଚ ଟାୱାରରେ ବିଶାଳ ଯାନ୍ତ୍ରିକ ବାହୁ (ମେକାଜିଲା) ଦ୍ୱାରା ମଝି ଆକାଶରେ ସଫଳତାର ସହ ଧରାପଡ଼ିଛି।ଏଲନ୍ ମସ୍କଙ୍କ ଷ୍ଟାରସିପ୍ ପୁଣି ଥରେ ଇତିହାସ ରଚିଛି। ସ୍ପେସ୍ ‘ଏକ୍ସ’ର ଷ୍ଟାରସିପ୍ ସ୍ପେସ୍ କ୍ରାଫ୍ଟ ଶନିବାର ଦିନ କକ୍ଷପଥରୁ ଫେରିଛି ଏବଂ ଟେକ୍ସାସର ଲଞ୍ଚ ଟାୱାରରେ ବିଶାଳ ଯାନ୍ତ୍ରିକ ବାହୁ ଦ୍ୱାରା ମଝି ଆକାଶରେ ସଫଳତାର ସହ ଧରାପଡ଼ିଛି।

