ନୀଳଗିରି: ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର । ଅଧାରୁ ବନ୍ଦ ହେଲା ନାଟକ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମଛୁଆ ପଞ୍ଚାୟତରେ ଯାଜ୍ଞସେନୀ ଅପେରାର ସନାତନୀ ନାଟକ ଚାଲିଥିଲା । ନାଟକ ଚାଲିଥିବାବେଳେ ଅଭିନେତାଙ୍କ ଉପରେ ଉତକ୍ଷିପ୍ତ ହୋଇ ଚେୟାର ଫିଙ୍ଗିଥିଲେ ଦର୍ଶକ । ପାଖାପାଖି ଅଧ ଘଣ୍ଟାଏ ଧରି ନାଟକ ବନ୍ଦ ହୋଇଯାଇଥିଲା । ପରେ ନାଟକ ଆରମ୍ଭ ହୋଇଥିଲା ।

