ରାଜ୍ୟ

ମଦୁରାଇ – ବରୌନୀ- ମଦୁରାଇ ସ୍ୱତନ୍ତ୍ର ଟ୍ରେନ (06059/06060)

Spread the love

ଟ୍ରେନ ନମ୍ବର 06059 ମଦୁରାଇ – ବରୌନୀ ସାପ୍ତାହିକ ସ୍ପେଶାଲ୍ 26.11.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି 20.40 ଘଣ୍ଟାରେ ମଦୁରାଇରୁ ଛାଡିବ।
ସେହିଭଳି ଟ୍ରେନ ନମ୍ବର 06060 ବରୌନୀ-ମଦୁରାଇ ସାପ୍ତାହିକ ସ୍ପେଶାଲ୍ 29.11.2025 ପର୍ଯ୍ୟନ୍ତ ପ୍ରତି ଶନିବାର ରାତି 23.00 ଘଣ୍ଟାରେ ବରୌନୀରୁ ଛାଡିବ।
ରହଣୀସ୍ଥଳ (ଉଭୟ ପଟୁ)
ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:
ଦିଣ୍ଡିକଲ, କରୁର, ନମକଲ, ସେଲେମ, ଜୋଲାରପେଟାଇ, କାଟପାଡି, ଆରାକୋନମ, ପେରାମ୍ବୁର, ନାଇଡୁପେଟା, ଗୁଡୁର, ନେଲୋର, ଓଙ୍ଗଲ , ଟେନାଲି, ବିଜୟୱାଡା, ଏଲୁରୁ, ରାଜମଣ୍ଡ୍ରି, ସାମଲକୋଟ, ଦୁଭଭଡା, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା,ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଅନ୍ଦୁଲ, ଡାନକୁନି, ବର୍ଦ୍ଧମାନ, ଦୁର୍ଗାପୁର, ଆସାନସୋଲ, ଚିତ୍ତରଂଜନ, ମଧୁରପୁର, ଜସିଡିହ, ଝାଝା , ଜାମୁଇ ଏବଂ କିଉଲ।
କୋଚ୍ ସଂରଚନା: ୧୬ ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୦୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ୍ |

Leave a Reply

Your email address will not be published. Required fields are marked *