ରାଜ୍ୟ

ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ – ବରୌନୀ – ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ (06039/06040)

Spread the love

ଟ୍ରେନ୍ ନମ୍ବର 06039 ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ – ବରୌନୀ ସାପ୍ତାହିକ ସ୍ୱତନ୍ତ୍ର 30.11.2025 ପର୍ଯ୍ୟନ୍ତ ପ୍ରତି ରବିବାର ରାତି 23.50 ଘଣ୍ଟାରେ ଚେନ୍ନାଇରୁ ଛାଡିବ।
ଟ୍ରେନ୍ ନମ୍ବର 06040 ବରୌନୀ – ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ୱତନ୍ତ୍ର 03.12.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି 21.00 ଘଣ୍ଟାରେ ବରୌନୀରୁ ଛାଡିବ।
ରହଣୀସ୍ଥଳ (ଉଭୟ ପଟୁ)
ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:
ସୁଲୁରୁପେଟା, ଗୁଡୁର, ନେଲୋର, ଓଙ୍ଗଲ, ଟେନାଲି, ବିଜୟୱାଡା, ଏଲୁରୁ, ରାଜମଣ୍ଡ୍ରି, ସାମଲକୋଟ, ଦୁଭଭଡା, ବିଜୟନଗରମ୍, ଶ୍ରୀକାକୁଲମ ରୋଡ, ପାଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଅନ୍ଦୁଲ, ଡାନକୁନି, ବର୍ଦ୍ଧମାନ, ଦୁର୍ଗାପୁର, ଆସାନସୋଲ, ଚିତ୍ତରଂଜନ, ମଧୁରପୁର, ଜସିଡିହ, ଝାଝା , ଜାମୁଇ ଏବଂ କିଉଲ।
କୋଚ୍ ସଂରଚନା: ୦୧ ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍, ୦୪ ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୧୧ ଟି ସ୍ଲିପର ଶ୍ରେଣୀ କୋଚ୍, ୦୪ ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍, ୦୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ୍ |

Leave a Reply

Your email address will not be published. Required fields are marked *