[19:13, 7/3/2026] N Chaitanya Balasore: ଡିଜିଟାଲ ପ୍ରଶିକ୍ଷଣ ଅଭିଯାନ ତଥା ଅନୁସୂଚିତ ଜାତି ମୋର୍ଚ୍ଚା ର ପଦାଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ବାଇଧର ମଲ୍ଲିକ ,ରାଜ୍ୟ ସାଧାରଣ ସମ୍ପାଦକ ଆଲୋକ ସେଠୀ , ରାଜ୍ୟ ଉପସଭାନେତ୍ରୀ ମଧୁସ୍ମିତା ବଳିଆରସିଂ , ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜକ ଧର୍ମେନ୍ଦ୍ର ବେହେରା , ବାଲେଶ୍ୱର ଜ଼ିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ସମସ୍ତ କାର୍ଯ୍ୟକର୍ତା DLP ର ଜିଲ୍ଲା ସଂଯୋଜକ ପର୍ଶୁରାମ ପରିଡ଼ା ଏବଂ ଜିଲ୍ଲା ସହସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ , ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ,ଜିଲ୍ଲା ସମ୍ପାଦକ ରାଜେଶ୍ ମହାପାତ୍ର, ଜ଼ିଲ୍ଲାର ସମସ୍ତ ପଦାଧିକାରୀ ଓ ମଣ୍ଡଳ ସଭାପତି ଙ୍କ ସହ ପ୍ରଶିକ୍ଷଣ ଶିବିରରେ ରେ ଯୋଗ ଦେଇଥିଲେ ଏଥି ସହ 5 ଟା ନିର୍ବାଚନ ମଣ୍ଡଳୀ ର 200 ରୁ ଅଧିକ କାର୍ଯ୍ୟକର୍ତା ଯୋଗ ଦେଇ ଆଗକୁ ଏହି ଡିଜିଟାଲ ପ୍ରଶିକ୍ଷଣ କୁ ପଂଚାୟତ ସ୍ତର ରେ ପହଂଚେଇବା ପାଇଁ ପ୍ରୟାସ କରିବେ 🙏
[19:14, 7/3/2026] N Chaitanya Balasore: ଅନୁସୂଚିତ ଜାତି ମୋର୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ସ୍ବରଝଙ୍କାର ସେଠୀ ଓ ଗଜେନ୍ଦ୍ର ସେଠୀ ମଞ୍ଚ ପରିଚାଳନା ଓ ଶିବିର ପରିଚାଳନା କରିଥିଲେ।

