ଘଟଣାସ୍ଥଳରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ବ୍ୟାପକ ପୋଲିସ ମୃତୟନ ରହିଛନ୍ତି।
ଆଙ୍କର: ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ପାଇଁ ୩ୟଦିନରେ ଜିଲା ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଜାରି ରହିଛି। ବିଗତ ୩ଵର୍ଷ ତଳେ ପୂର୍ଵ ସରକାରଙ୍କ ପକ୍ଷରୁ ଵାଵା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା। ହେଲେ ସରକାର ବଦଳିବା ପରେ ବହୁ କାର୍ଯ୍ୟ ବନ୍ଦ ରହିଥିଲା। ଵିଶେକରି ପୀଠର ପରିକ୍ରମା ମାର୍ଗ ପାଇ ସ୍ଥାନୀୟ ଲୋକ ଓ ସେବାୟତଙ୍କ ଦାବି ପରେ ପରିକ୍ରମା ମାର୍ଗ ନିମନ୍ତେ ବିସ୍ଥାପିତ ପରିବାରଙ୍କର ଘର ଉଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି । କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସହ ଆସନ୍ତା ୫ଦିନ ମଧ୍ୟରେ ସାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

