ନୂଆଦିଲ୍ଲୀ: ଆରମ୍ଭ ହେଲା ଭୋଟ ଗଣତି; ଆସିବ ରେଜଲ୍ଟ । ଏଥର କାହା ସପକ୍ଷରେ ଯିବ ଜନାଦେଶ, ସବୁ ସ୍ଟେ ହେବ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର । ବେଙ୍ଗଲରେ TMC ର ଭାଗ୍ୟ କ’ର ହେବ, ତାକୁ ନେଇ ଚର୍ଚ୍ଚା । ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି । ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଉପରେ ସମସ୍ତଙ୍କ ଆଖି । ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
. ପଶ୍ଚିମବଙ୍ଗରେ ମ୍ୟାଜିକ ଫିଗର ଟପିଲା ବିଜେପି
. ପଶ୍ଚିମବଙ୍ଗରେ TMCକୁ ପଛରେ ପକାଇ ୧୬୦ ରୁ ଅଧିକ ସିଟରେ ଆଗୁଆ
. ଆସାମରେ ପୁଣି ଵିକେପି ସରକାର
. ପଶ୍ଚିମବଙ୍ଗରେ ଆଗରେ ବିଜେପି
. ଆସାମରେ ବିପୁଳ ପରିମାଣରେ ବିଜେପି ଆଗୁଆ
. ପୁଡୁଚେରୀରେ nrc ଆଗୁଆ
. କେରଳରେ udp ଆଗରେ
. ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କ
. ତାମିଲନାଡୁରେ ବିଜୟ ସୁନାମି, DMKକୁ ପଛରେ ପକାଇଲା TVK
. ପଶ୍ଚିମବଙ୍ଗରେ କଡ଼ା ଟକ୍କର:
ଭୋଟ୍ ଗଣତି ଆରମ୍ଭ; ପଶ୍ଚିମବଙ୍ଗରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର ।
. ଆସାମରେ ବିଜେପି ଆଗରେ:
ଭୋଟ୍ ଗଣତି ଆରମ୍ଭ; ପଶ୍ଚିମବଙ୍ଗରେ କଡ଼ା ଟକ୍କର । TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ତାମିଲନାଡ଼ୁରେ ଶାସକ DMK ଆଗରେ । କେରଳରେ ଆଗୁଆ ଚାଲିଛି UDF । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଆଞ୍ଚଳ ଉପରେ ନଜର ।
ପଶ୍ଚିମବଙ୍ଗରେ ଚାଲିଛି କଡ଼ା ଟକ୍କର । TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ତାମିଲନାଡ଼ୁରେ ଶାସକ DMK ଆଗରେ । AIADMK କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ TVK । କେରଳମରେ ଆଗୁଆ ଚାଲିଛି UDF । ପୁଡ଼ୁଚେରୀରେ ଆଗୁଆ ଚାଲିଛି NRC । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଆଞ୍ଚଳ ଉପରେ ନଜର ।

