ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଧାନ କ୍ରୟର ସମୟସୀମା ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିବା ପରେ, ସାଂସଦଙ୍କ ଦାବି ମୁତାବକ ସମୟସୀମା ମାର୍ଚ୍ଚ ୨୫ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଚାଷୀ ଭାଇମାନେ ଏହି ସୁଯୋଗର ସଦୁପଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ଯରେ ନିଜ ଧାନକୁ ସମ୍ବନ୍ଧିତ ସମିତିକୁ ହସ୍ତାନ୍ତର କରିପାରିବେ।
କୃଷକ ହିତକାରୀ ସିଦ୍ଧାନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

