କନ୍ଧମାଳ: ବିଦ୍ୟୁତ ତାର ଲାଗି ୫ ମଇଁଷି ମୃତ । କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଚାରିପଡା ଗାଁରେ ଅଘଟଣ ଘଟିଛି । ଗାଁ ପାଖ ବିଲରେ ମଇଁଷି ଚରୁଥିବାବେଳେ ହଠାତ୍ ବିଦ୍ୟୁତ ଖୁଣ୍ଟରୁ ତାର ଖସିପଡିଥିଲା । ଘଟଣାସ୍ଥଳରେ ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଛି । ମଇଁଷି ମାଲିକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ ।
No WhatsApp Number Found!
WhatsApp us
