Oppo ଲର୍ଭସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା Oppo ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ଏବଂ ପ୍ରାଇସ୍ ବିଷୟରେ ଜାଣିଲେ ଉଡିଯିବ ହୋସ୍ । ତେବେ ଅରସନ୍ତୁ ଜାଣିବା ଏହି ଫୋନର ସମତପୂର୍ଣ୍ଣ ଡିଟେଲ୍ସ ।
ଚୀନ୍ ସ୍ମାର୍ଟଫୋନ୍ ମେକର Oppo ଗତକାଲି ଭାରତୀୟ ବଜାରରେ Oppo A6 5G ଲଞ୍ଚ କରିଛି । ଏହି ଫୋନଟି ଏକ ପାୱାରଫୁଲ୍ ୭୦୦୦mAh ବ୍ୟାଟେରୀ ସହିତ ଆସିଥାଏ ଏବଂ ତିନୋଟି କ୍ୟାମେରା ଅପ୍ସନରେ ଉପଲବ୍ଧ । ଏହି ସ୍ମାର୍ଟଫୋନ୍ ଅକ୍ଟା କୋର ମିଡିଆଟେକ୍ ଡାଇମେନ୍ସିଟି ୬୦୦୦ ଚିପସେଟ୍ ଦ୍ୱାରା ପରିଚାଳିତ ଏବଂ ଏଥିରେ ୬GB RAM ସହିତ ୨୫୬GB ଇଣ୍ଟରନାଲ ଷ୍ଟୋରେଜ୍ ମଧ୍ୟ ରହିଛି । ଫୋନରେ ଏକ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ୫୦ ମେଗାପିକ୍ସେଲ କ୍ୟାମେରା ଉପଲବ୍ଧ । Oppo A6 5G ୪୫W ୱାୟର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୭୦୦୦mAh ବ୍ୟାଟେରୀ ରହିଛି ।

