ଭୁବନେଶ୍ବର: ଆଜି ଆସୁଛନ୍ତି ଭାରତୀୟ ଟିମ୍ । ବାରବାଟୀ ଟିଟ୍ବେଣ୍ଟି ପାଇଁ ପହଁଚିବେ କିଛି ଖେଳାଳୀ । ଏନେଇ ଏୟାରପୋର୍ଟ ରୁ ହୋଟେଲ ପର୍ଯନ୍ତ ହୋଇଛି ବ୍ୟବସ୍ଥା । ଭୁବନେଶ୍ୱର ରେ ସୁରକ୍ଷା ପାଇଁ ୨୨ପ୍ଲାଟୁନ ପୋଲିସ୍ ବ୍ୟବସ୍ଥା । ଅନ୍ୟପଟେ ଖେଳାଳି ଙ୍କୁ ସ୍ଵାଗତ ପାଇଁ ହୋଟେଲ ମେ ଫେୟାର ରେ ଜୋରଦାର ସ୍ବାଗତ ପାଇଁ ପ୍ରୟାସ ।
Post Views: 4