ରାଜ୍ୟ

ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ

Spread the love

ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ପଞ୍ଜୀକରଣ । ଅନଲାଇନରେ ଓପନ ହୋଇଛି ଲିଙ୍କ୍‌ । edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ । ପ୍ରଥମ ଥର ଆବେଦନ କରୁଥିଲେ ଅଗ୍ରାଧିକାର ଦିଆଯିବ। ସ୍ଲଟ୍ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୫୦୦ ହବିଷ୍ୟାଳି ପଞ୍ଜିକରଣ ହେବା ପର୍ଯ୍ୟନ୍ତ ହିଁ ଆକ୍ଟିଭ୍ ରହିବ ଆବେଦନ ଲିଙ୍କ। ଗତ ବର୍ଷ ଭଳି ନିଶୁଳ୍କ ରହଣି ସହ ମହାପ୍ରସାଦ ସେବନ ଓ ସ୍ଵତନ୍ତ୍ର ଜଗନ୍ନାଥ ଦର୍ଶନ ସୁବିଧା ପାଇବେ ହବିଷ୍ୟାଳି।

Leave a Reply

Your email address will not be published. Required fields are marked *