ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬
ଭୀଷଣ ସାମୁଦ୍ରିକ ଝଡ଼ ‘ଅକ୍ଭାନ୍’କୁ ଦୃଷ୍ଟିରେ ରଖି, ବାତ୍ୟାର ସମ୍ଭାବ୍ୟ ସ୍ଥଳଭାଗ ଅତିକ୍ରମଣ ଅଞ୍ଚଳରେ ଥିବା ଷ୍ଟେସନଗୁଡ଼ିକରେ ପହଞ୍ଚିବାକୁ ଥିବା କିମ୍ବା ସେଠାରୁ ଛାଡ଼ିବାକୁ ଥିବା ଟ୍ରେନ୍ଗୁଡ଼ିକର ଚଳାଚଳ ସମୟାନୁସାରେ ନିୟନ୍ତ୍ରଣ କରାଯିବ।
ସେହି ଅନୁଯାୟୀ, ବାତ୍ୟାର ସମ୍ଭାବ୍ୟ ସ୍ଥଳଭାଗ ଅତିକ୍ରମଣ ସମୟର ତିନି ଘଣ୍ଟା ପୂର୍ବରୁ ଏବଂ ତିନି ଘଣ୍ଟା ପରେ ପ୍ରଭାବିତ ଟ୍ରେନ୍ଗୁଡ଼ିକର ସମୟସୂଚୀ ପୁନଃନିର୍ଦ୍ଧାରଣ କରାଯିବ।

