ରାଜ୍ୟ

ଚଳିତ ମାସରେ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ: ବିଜୟପାଲ ସିଂ ତୋମର୍

Spread the love

ଭୁବନେଶ୍ବର: ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି।  ବୋର୍ଡ, ନିଗମ ଅଧ୍ୟକ୍ଷ ପଦ ପୂରଣ ହେବା ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଚଳିତ ମାସ ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି। ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ।ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି।  ବୋର୍ଡ, ନିଗମ ଅଧ୍ୟକ୍ଷ ପଦ ପୂରଣ ହେବା ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଚଳିତ ମାସ ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି। ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ। ଖାଲି ସେତିକି ନୁହେଁ, ଅଟକି ରହିଥିବା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ବି ଶେଷ ହେବ। ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର୍।

ଖାଲି ସେତିକି ନୁହେଁ, ଅଟକି ରହିଥିବା ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ବି ଶେଷ ହେବ। ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର୍। 

Leave a Reply

Your email address will not be published. Required fields are marked *