ଦେଶ ର ଅଶୀତମ ସ୍ୱାଧୀନତା ଦିବସ ଅବସର ରେ ନବୀ ମୁମ୍ବଈ ଆଖଣ୍ଡଳମଣି ପୂଜା କମିଟି ନେରୁଲ ଏବଂ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ମିଳିତ ଉଦ୍ୟମ ରେ ନେରୁଲ ସ୍ଥିତ ଏମ ଆଇ ଡିସି ଅଞ୍ଚଳ କୁ ଯାଇ ପିଲାମାନଙ୍କ ସହ ବନ୍ଦେ ମା ତରମ, ଜାତୀୟ ସଙ୍ଗୀତ ଜନ ଗଣମନ ବୋଲାଯାଇ ଜାତୀୟ ପତାକା କୁ ସମ୍ମନ ପ୍ରଦର୍ଶନ ହୋଇଥିଲା। ପିଲା ମାନଙ୍କୁ କିଛି ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଜୟକୃଷ୍ଣ କମିଳା, ମୈତ୍ରେୟୀ କମିଳା, ଚିରଞ୍ଜିବି ସାହୁ, ଅଞ୍ଜଳି ସାହୁ, ଖୁସି, ଆଦି, ସୁରେନ୍ଦ୍ର ସ୍ୱାଇଁ, କମଳା ସ୍ୱାଇଁ, ଶୁଭେନ୍ଦୁ ବେହେରା, ଶ୍ରେୟା, ହରେକୃଷ୍ଣ ଗିରି, ଗିରି ମାଉସୀ,ସୁବାସ ପାଲ, ଗୋପୀନାଥ ସାହୁ, ସାଇ, ରିମା ବାରିକ, ମନୋରଞ୍ଜନ ମଣ୍ଡଳ, ବନ୍ଦନା ମଣ୍ଡଳ, କନକଲତା ମାଉସୀ, ବିଭୁତି ବସ୍ତି, ମିସେସ ବସ୍ତି, ସୁଦୀପ୍ତ ସ୍ୱାଇଁ, ମିସେସ ସ୍ୱାଇଁ, ଶ୍ରୀକାନ୍ତ ରାଉତ ଙ୍କ ପରିବାର, ବବଲୁ ଉପସ୍ଥିତ ରହି ସହଯୋଗ ର ହାତ ବଢ଼େଇଥିଲେ। ଡ଼କ୍ଟର ଅରୁନ୍ଧତୀ ମହାନ୍ତି, ସୋମନାଥ ବିଶ୍ବ।ଳ,ବାପି ରାଉତ,ଗୋପୀନାଥ ସାହୁ, ବନ୍ଦନା ମଣ୍ଡଳ ଙ୍କ ଯଥେଷ୍ଟ ଅବଦାନ ରହିଛି

