ବାଣପୁର – ୨୮/୭/୨୬ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନିକଟ ପୁରୁଣା ବଜାରସାହି ଲକ୍ଷ୍ମୀ ମନ୍ଦିର ନିକଟରୁ ବାଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ଦୁଇଜଣ ଧଳା ଜହର ବ୍ୟବସାଇଙ୍କୁ ପୋଲିସ ରେଡ ହ୍ୟାଣ୍ଡରେ କରିଛି କାବୁ l ସେମାନଙ୍କ ଠାରୁ ଜବତ କରିଛି ୨୧ ଗ୍ରାମର ଧଳା ଜହର ସହ ଦୁଇଟି ମୋବାଇଲ ଓ ସତର ସହ ଟଙ୍କା l ସେହି ଦୁଇ ଅଭିଯୁକ୍ତ ମାନଙ୍କ ମଧ୍ୟରେ l ଜଣେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଚିଆଁଙ୍ଗସାହି ଗ୍ରାମର ସୁମନ ସାହୁ ( ଶିବୁ ) ଥିବା ବେଳେ l ଅନ୍ୟଜଣେ ଅଭିଯୁକ୍ତ ହେଲା l ଯାଜପୁର ସଦର ଥାନା ଅଞ୍ଚଳ ସୂର୍ଯ୍ୟକାନ୍ତ ବାରିକ ( ଉଦୟ ) l ଏହି ଧଳା ଯଜର ବ୍ୟବସାଇଙ୍କ ନାମରେ ବାଣପୁର ପୋଲିସ ୨୯୪/୨୬ ରେ ମାମଲା ୠଜୁକରି l ଦୁହେଁଙ୍କୁ କୋଟ ଚାଲଣ କରିଥିବା ବେଳେ l ଅଧିକ ତଥ୍ୟ ନିମନ୍ତେ ତଦନ୍ତ ଜରି ରଖିଛି l

