ବାଣପୁର – ୨୮/୭/୨୬ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନିକଟ ପଞ୍ଚୁଗାଁ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା l ଗତ କାଲି ଅପରାହ୍ନ ରେ ରାମଚନ୍ଦ୍ର ସୁବୁଦ୍ଧିଙ୍କ ପ୍ରଥମ ସ୍ତ୍ରୀ ବାସନ୍ତି ସୁବୁଦ୍ଧି ବିଲକୁ ବୁଲିବାକୁ ଯାଇଥିଲେ l ଏହି ସମୟରେ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହୋଇଥିଲା l ଯାହା ଫଳରେ ବଜ୍ରାଘାତରେ ସେଠାରେ ବାସନ୍ତୀ ଙ୍କର ମୃତ୍ୟୁ ଘଟିଥିଲା l ବସନ୍ତି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଘରକୁ ଫେରିନଥିବା ବେଳେ l ବିଲକୁ ବୁଲିବାକୁ ଯାଇ କାହିଁକି ରାତ୍ରୀ ପର୍ଯ୍ୟନ୍ତ ଶାଶୁ ବାସନ୍ତୀ ଘରକୁ ଫେରିନାହାନ୍ତି ଭାବି l ଗ୍ରାମର କିଛି ଲୋକ ଓ ସରପଞ୍ଚ ଆକାଶ ପ୍ରଧାନଙ୍କୁ ଜଣାଇ ଥିଲେ l ସରପଞ୍ଚ ଆକାଶ ପଞ୍ଚୁଗାଁର ଲୋକଙ୍କୁ ନେଇ ତାଙ୍କ ବିଲକୁ ଖୋଜିବା ନିମନ୍ତେ ଯାଇଥିଲେ l ସେଠାରେ
ଗ୍ରାମର ଲୋକେ ଖୋଜାଖୋଜି କରିବାରେ l ବାସନ୍ତିଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ବାଣପୁର ପିଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି l

