ଜୟପୁର: ଜୟପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିକ୍ରମଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ଏକ କବାଡ଼ିଖାନାରେ ଲାଗିଲା ନିଆଁ । ଅଳିଆ ଆବର୍ଜନା ପଡ଼ିଥିବାରୁ ହୁ ହୁ ହୋଇ ନିଆଁ ବ୍ୟାପିଯାଇଥିଲା । ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
No WhatsApp Number Found!
WhatsApp us
