Realme ଲଭର୍ସମାନଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା Realme ର ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଏହି ପାୱାରଫୁଲ୍ ସ୍ମାର୍ଟଫୋନର ପ୍ରାଇସ୍ ବହୁତ୍ କମ୍ । ଯେଉଁ ଫୋନ୍ ବିଷୟରେ କହୁଛୁ ସେହି ଫୋନର ନାମ ହେଉଛି Realme Narzo 90x 5G । Realme ଲଞ୍ଚ କରିଥିବା ଏହି ଫୋନଟିର ମୂଲ୍ୟରେ ବଡ଼ ହ୍ରାସ ପାଇଛି । ଏହି Realme ଫୋନଟି ୧୨,୯୯୯ ରୁ ଆରମ୍ଭ ହେଉଛି । Amazon ରେ ବ୍ୟାଙ୍କ ଡିସକାଉଣ୍ଟ, ଏକ୍ସଚେଞ୍ଜ ଏବଂ EMI ଅଫର ମଧ୍ୟ ଉପଲବ୍ଧ । ଏହି ହ୍ରାସ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେଉଥିବା ଗଣତନ୍ତ୍ର ଦିବସ ସେଲ ପୂର୍ବରୁ କରାଯାଇଛି ।

