ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୧୧.୯ ଡିଗ୍ରି ସେଲସିୟସକୁ ଖସି ଆସିଛି। ଗତ ତିନି ଦିନ ମଧ୍ୟରେ ରାଜଧାନୀ ତାପମାତ୍ରା ୩.୨ ଡିଗ୍ରି ସେଲସିୟସ ହ୍ରାସ ପାଇଛି। ଫଳରେ ଚଳଚଞ୍ଚଳ ଭୁବନେଶ୍ବରର ଜୀବନଯାତ୍ରା ଠପ୍ ହୋଇଯାଇଛି। ହାତଗୋଡ଼ କୋଲ ମାରିଯାଉଛି।ଅନୁଯାୟୀ, ରାଜଧାନୀ ଭୁବନେଶ୍ବରର ତାପମାତ୍ରା କମ୍ରାଗତ କମିବାରେ ଲkଗିଛି। ଡିସେମ୍ବର ୨୧ ତାରିଖରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରି ସେଲସିୟସଥିଲା। ଡିସେମ୍ବର ୨୨ ତାରିଖରେ ଏହା କମି ୧୩.୬ ଡିଗ୍ରି ସେଲସିୟସ ହୋଇଥିଲା। ସେହିପରି ଡିସେମ୍ବର ୨୩ ତାରିଖରେ ତାପମାତ୍ରା ୧୧.୯ ଡିଗ୍ରି ରେକର୍ଡ କରାଯାଇଛି।
ଆହୁରି ପଢ଼ନ୍ତୁ:Sulia Yatra: ସାମୁହିକ ବଳି ସ

