ରାଜ୍ୟ

ଭୁବନେଶ୍ବରରେ ଖିଲାଡ଼ି କୁମାର, ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର

Spread the love

ଭୁବନେଶ୍ବରରେ ଖିଲାଡ଼ି କୁମାର ।  ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ।  ତାଙ୍କ ଫଟୋ ଉଠାଇବାକୁ ଖଚାଖଚ ଭିଡ ହୋଇଥିଲା ।  ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଉଥିଲେ ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ପ୍ଲାଇଟ୍ ଭୁବନେଶ୍ବରରୁ ଥିବାରୁ ଏଟାରେ ସେ କିଛି ସମୟ ରହିଥିଲେ ।

ଏହି ରହଣୀ ସମୟରେ ସେ କିଛି ସମୟ ପାଇଁ ବିମାନବନ୍ଦର ବାହାରକୁ ଆସିଥିଲେ ।  ପରେ ବୁବନେଶ୍ବରରୁ ଭିଏତନାମକୁ ସ୍ପେଶାଲ ଫ୍ଲାଇଟରେ ଯାତ୍ରା କରିଥିଲେ ।  ଭୁବନେଶ୍ବରରେ ଅକ୍ଷୟ କୁମାର ଥିବା ଜାଣିବା ପରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକଙ୍କ ଭିଡ଼ ଜମିଥିଲା ।  ଏଥିପାଇଁ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

Leave a Reply

Your email address will not be published. Required fields are marked *