ରାଜ୍ୟ

ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ, ଓଏପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

Spread the love

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଆନ୍ଧ୍ରପ୍ରଦେଶ ସୀମାନ୍ତ ସାଲୁର ଘାଟିରେ ଆଜି ପୂର୍ବାହ୍‌ଣ ପ୍ରାୟ ୭ଟାରେ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ଓଏସ୍‌ଆରଟିସିର ଏକ ବସ୍‌ରେ ନିଆଁ ଲାଗିଛି। ବସ୍‌ଟି ବିଶାଖାପାଟଣାରୁ ‌କୋରାପୁଟ ଜିଲ୍ଲାର ଜୟପୁର ଅଭିମୁଖେ ଆସୁଥିଲା। ସକାଳ ହୋଇ ସାରିଥିବାରୁ ଅଧିକାଂଶ ଯାତ୍ରୀ ଓହ୍ଲାଇ ସାରିଥିଲେ। ନିଆଁ ଲାଗିଲା ବେଳକୁ ବସ୍‌ରେ ୧୦ ଜଣ ଯାତ୍ରୀ ଥିଲେ। ବସ୍‌ର ଅଗ୍ନିକାଣ୍ଡରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କିନ୍ତୁ ସେମାନଙ୍କର ଜିନିଷପତ୍ର ପୋଡ଼ି ଯାଇଛି। ଘଟଣାସ୍ଥଳରେ ଆନ୍ଧ୍ରର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହା ପୂର୍ବରୁ ବସ୍‌ଟି ସଂପୂର୍ଣ୍ଣ ଜଳି ଯାଇଛି। ସୂଚନାଯୋଗ୍ୟ ଘଟଣାସ୍ଥଳଟି ପଟ୍ଟାଙ୍ଗି ଠାରୁ ୪୪କିଲୋମିଟର ଦୂର।  ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

Leave a Reply

Your email address will not be published. Required fields are marked *