ରାଜ୍ୟ

ମୁଣ୍ଡୁଳୀ ବ୍ୟାରେଜ ଛକରେ ସନ୍ଦେହଜନକ ଭାବେ କଳା ରଙ୍ଗର ହୋଣ୍ଡା ଟକସନ କାର ରଖି ଯୁବକ ନିଖୋଜ | ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ୍ ଓଡ୍ରାଫ ଟିମ ସହ ପହଞ୍ଚି ମହାନଦୀ ପାଣିକୁ ଡେଇଁ ନିଖୋଜ ଥିବା ସନ୍ଦେହରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। 

Spread the love

ବାରଙ୍ଗ: ମୁଣ୍ଡୁଳୀ ବ୍ୟାରେଜ ଛକରେ ସନ୍ଦେହଜନକ ଭାବେ କଳା ରଙ୍ଗର ହୋଣ୍ଡା ଟକସନ କାର ରଖି ଯୁବକ ନିଖୋଜ | ଘଟଣା ସ୍ଥଳରେ ବାରଙ୍ଗ ଥାନା ପୁଲିସ୍ ଓଡ୍ରାଫ ଟିମ ସହ ପହଞ୍ଚି ମହାନଦୀ ପାଣିକୁ ଡେଇଁ ନିଖୋଜ ଥିବା ସନ୍ଦେହରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। 

ଆହୁରି ପଢ଼ନ୍ତୁ:କଥା ଦେଇ କଥା ରଖି ନାହାନ୍ତି ପୂର୍ବ ସରକାର: ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ନିଖୋଜ ଯୁବକ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ଯୁବକ ନଦୀକୁ ଡେଇଁଛନ୍ତି କି ନାହିଁ ତାହା ସନ୍ଦେହ ଘେରରେ ରହିଛିି।

Leave a Reply

Your email address will not be published. Required fields are marked *