ରାଜ୍ୟ

କୁଚିଣ୍ଡା-ସତକମା ରାସ୍ତାରେ ମହୁମାଛି ଆକ୍ରମଣ: ଡାକ୍ତରଖାନାରେ ୪ ଭର୍ତ୍ତି

Spread the love

କୁଚିଣ୍ଡା: କୁଚିଣ୍ଡା-ସତକମା ରାସ୍ତା ବନ୍ଧୁବାସକିରା ଛକରେ ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇ ପ୍ରଭାତ ନାୟକ, ପ୍ରଶ୍ନ ନାୟକ, ସଂଜୀବ ପଟେଲ, ନେତ୍ରାନନ୍ଦ ବାଘ ନାମକ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳ ପ୍ରାୟ ଆଠଟାରେ କୁଚିଣ୍ଡାରୁ କୁଟୁରାଚୁଆଁକୁ ଯାଉଥିବା ଓ କିଛି ସେପଟରୁ କୁଚିଣ୍ଡାକୁ ଆସୁଥିବା ବାଟୋଇଙ୍କୁ ଆକ୍ରମଣ କରିଥିଲେ। 

କୁଚିଣ୍ଡା-ସତକମା ରାସ୍ତା ବନ୍ଧୁବାସକିରା ଛକରେ ମହୁମାଛି ଆକ୍ରମଣରେ ଗୁରୁତର ଆହତ ହୋଇ ପ୍ରଭାତ ନାୟକ, ପ୍ରଶ୍ନ ନାୟକ, ସଂଜୀବ ପଟେଲ, ନେତ୍ରାନନ୍ଦ ବାଘ ନାମକ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳ ପ୍ରାୟ ଆଠଟାରେ କୁଚିଣ୍ଡାରୁ କୁଟୁରାଚୁଆଁକୁ ଯାଉଥିବା ଓ କିଛି ସେପଟରୁ କୁଚିଣ୍ଡାକୁ ଆସୁଥିବା ବାଟୋଇଙ୍କୁ ଆକ୍ରମଣ କରିଥିଲେ।

ଏହା ଗୋଟିଏ ଘଟଣା ନୁହେଁ, ଗତ କିଛି ଦିନ ପୂର୍ବରୁ ଏପରି ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣ ଖବର ପରେ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି

Leave a Reply

Your email address will not be published. Required fields are marked *