ରାଜ୍ୟ

ବିଦ୍ୟୁତ୍ ଆଘାତରେ ଚାଲିଗଲା ଡେଲିଭରି ବୟଙ୍କ ଜୀବନ

Spread the love

ଆନନ୍ଦପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ଡେଲିଭରି କାମ କରୁଥିବା ଯୁବକଙ୍କ ଜୀବନ। ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ ଡେଲିଭରି ବୟ। ଏହି ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ ଡେଲିଭରି ବୟ। ଏହି ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ସୁଶାନ୍ତ କୁମାର ଦାସ(୨୪)। ତାଙ୍କ ଘର ମଙ୍ଗଳପୁରରେ ବୋଲି ଜଣାଯାଇଛି। ଦୁଇ ଗୁରୁତର ହେଲେ ପଦ୍ମପୁରର କବିନ୍ଦ୍ର ଦାସ ଓ ଫକୀରପୁରର ରଞ୍ଜନ କୁମାର ଶର୍ମା।

ମୃତକ ହେଲେ ସୁଶାନ୍ତ କୁମାର ଦାସ(୨୪)। ତାଙ୍କ ଘର ମଙ୍ଗଳପୁରରେ ବୋଲି ଜଣାଯାଇଛି। ଦୁଇ ଗୁରୁତର ହେଲେ ପଦ୍ମପୁରର କବିନ୍ଦ୍ର ଦାସ ଓ ଫକୀରପୁରର ରଞ୍ଜନ କୁମାର ଶର୍ମା

Leave a Reply

Your email address will not be published. Required fields are marked *