ମୁଖ୍ୟ ଖବର

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

Spread the love

ପେନଡ଼ରୁଟି-ସିମାଚଳମ ଅପ୍ ଲାଇନ ମଧ୍ୟରେ ବାଲାଷ୍ଟ କ୍ଲିନିଂ ମେସିନ୍ (BCM) କାମ ପାଇଁ ଟ୍ରାଫିକ୍ ଅବରୋଧ ହେତୁ, ନିମ୍ନଲିଖିତ ଟ୍ରେନ ସେବାଗୁଡିକ ବାତିଲ ରହିବ

ଟ୍ରେନ୍ ବାତିଲ:

୧. ୧୧.୦୯.୨୦୨୫ ଏବଂ ୧୩.୦୯.୨୦୨୫ ରେ ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର – ବିଶାଖାପାଟଣା ଏକ୍ସପ୍ରେସ୍ ବାତିଲ ରହିବ

୨. ୧୦.୦୯.୨୦୨୫ ଏବଂ ୧୨.୦୯.୨୦୨୫ ରେ ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୬ ବିଶାଖାପାଟଣା – ବ୍ରହ୍ମପୁର ଏକ୍ସପ୍ରେସ୍ ବାତିଲ ରହିବ।

Leave a Reply

Your email address will not be published. Required fields are marked *