ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୬
ଟ୍ରେନ୍ ଚଳାଚଳକୁ ସୁଗମ କରିବା ଏବଂ ପୁରୀ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ ଚଳାଚଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଶେଷ ଷ୍ଟେସନ ଭାବେ ରହୁଥିବା ୩୬ଟି ଟ୍ରେନର ଆଗମନ ସମୟ ସଂଶୋଧନ କରାଯାଇଛି। ସଂଶୋଧିତ ସମୟସୂଚୀ ଅନୁଯାୟୀ ଏହି ପରିବର୍ତ୍ତନଗୁଡ଼ିକ ୧୩ ସେପ୍ଟେମ୍ବର ୨୦୨୬ରୁ ବିଭିନ୍ନ ତାରିଖରେ କାର୍ଯ୍ୟକାରୀ ହେବ।
ପୁରୀ ରେଳ ଷ୍ଟେସନ ପାଇଁ ସଂଶୋଧିତ ଆଗମନ ସମୟସୂଚୀ
କ୍ର.ସଂ.
ଟ୍ରେନ୍ ନଂ.
ଟ୍ରେନ୍ ନାମ / ଉତ୍ସ–ଗନ୍ତବ୍ୟ
ବର୍ତ୍ତମାନ ଆଗମନ
ସଂଶୋଧିତ ଆଗମନ
କାର୍ଯ୍ୟକାରୀ ତାରିଖ
୧
୨୦୮୨୪
ଅଜମେର ଜଙ୍କସନ–ପୁରୀ
୧୪:୪୦
୧୫:୦୫
୧୭.୦୯.୨୬
୨
୨୨୮୨୮
ସୁରତ–ପୁରୀ
୧୪:୪୦
୧୫:୦୫
୧୬.୦୯.୨୬
୩
୧୨୯୯୩
ଗାନ୍ଧୀଧାମ–ପୁରୀ
୧୪:୪୦
୧୫:୦୫
୧୩.୦୯.୨୬
୪
୧୭୪୮୦
ତିରୁପତି–ପୁରୀ
୧୪:୫୫
୧୫:୨୦
୧୩.୦୯.୨୬
୫
୧୮୪୧୮
ଗୁଣୁପୁର–ପୁ…

