ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ଶ୍ରୀମତୀ ଜୟଶ୍ରୀ ବେହେରା ତିହିଡ଼ି ବିଡ଼ିଓଙ୍କୁ ନିବେଦନ କରିଛନ୍ତି ଚଳିତ ବନ୍ୟାରେ ତାଳପଡ଼ା ପଞ୍ଚାୟତରେ କୌଣସି ବନ୍ୟା ହୋଇନାହିଁ କିମ୍ବା ଖୟକ୍ଷେତି ହୋଇନାହିଁ ତାଙ୍କ ପଞ୍ଚାୟତକୁ ରିଲିଫ ନ ଦେବାକୁ ଅନୁରୋଧ କରିଛନ୍ତି ଜେଉସବୁ ପଞ୍ଚାୟତରେ ଖେତିି ହୋଇଛି ସେମାନଙ୍କୁ ତୁରନ୍ତ ରିଲିଫ ସାମଗ୍ରୀ ଦିଆଯାଉ ଶ୍ରୀମତୀ ବେହେରା ଅନୁରୋଧ କରିଛନ୍ତି ଏଥିପାଇଁ ପଞ୍ଚାୟତ ତଥା ବ୍ଲକର ବୁଦ୍ଧିଜୀବୀ ମାନେ ଧନ୍ୟ ବାଦ ଶ୍ରୀମତୀ ବେହେରାଙ୍କୁ ଜଣାଇ ଛନ୍ତି

