ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬:
ପୁରୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ଓ ୬ର ଉନ୍ନତିକରଣ କାର୍ଯ୍ୟ ପରିପ୍ରେକ୍ଷୀରେ, ପୂର୍ବତଟ ରେଳପଥ ପକ୍ଷରୁ ୨୫ ଅଗଷ୍ଟ ୨୦୨୬ରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କେତେକ ଟ୍ରେନ୍ର ସେବାରେ ସାମୟିକ ପରିବର୍ତ୍ତନ କରାଯାଇଛି। ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟକୁ ସୁରକ୍ଷିତ ଓ ସୁଗମ ଭାବେ ସମ୍ପାଦନ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି।
ଟ୍ରେନ୍ ବାତିଲ
ଟ୍ରେନ୍ ନମ୍ବର ୬୮୪୦୯ ଖୋର୍ଦ୍ଧା ରୋଡ୍–ପୁରୀ ମେମୁ ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ। ଏହାର ଫେରନ୍ତା ଟ୍ରେନ୍ ଟ୍ରେନ୍ ନମ୍ବର ୬୮୪୧୦ ପୁରୀ–ଖୋର୍ଦ୍ଧା ରୋଡ୍ ମେମୁ ମଧ୍ୟ ଏହି ସମୟ ମଧ୍ୟରେ ବାତିଲ ରହିବ।
ଟ୍ରେନ୍ର ସ୍ୱଳ୍ପ-ସମାପ୍ତି (Short-Termination)
ନିମ୍ନଲିଖିତ ଟ୍ରେନ୍ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁରୀ ପରିବର୍ତ୍ତେ ଅନ୍ୟ ଷ୍ଟେସନରେ ଯାତ୍ରା ସମାପ୍ତ କରିବ:
- ଟ୍ରେନ୍ ନମ୍ବର ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍ରେ ୨୦:୩୦ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୬୮୪୪୧ ଜଳେଶ୍ୱର–ପୁରୀ MEMU — ଖୋର୍ଦ୍ଧା ରୋଡ୍ରେ ୧୧:୦୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୬୮୪୧୩ ତାଳଚେର–ପୁରୀ MEMU — ଖୋର୍ଦ୍ଧା ରୋଡ୍ରେ ୧୦:୦୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍ରେ ୦୪:୫୫ ଘଣ୍ଟାରେ; ଅଗଷ୍ଟ ୩୦, ସେପ୍ଟେମ୍ବର ୬, ୧୩, ୨୦ ଓ ୨୭ ଏବଂ ଅକ୍ଟୋବର ୪, ୧୧, ୧୮ ଓ ୨୫, ୨୦୨୬।
- ଟ୍ରେନ୍ ନମ୍ବର ୧୮୦୧୭ ଭଞ୍ଜପୁର–ପୁରୀ ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍ରେ ୦୪:୪୦ ଘଣ୍ଟାରେ; ଅଗଷ୍ଟ ୨୭ ଓ ୨୯; ସେପ୍ଟେମ୍ବର ୩, ୫, ୧୦, ୧୨, ୧୭, ୧୯, ୨୪ ଓ ୨୬; ଏବଂ ଅକ୍ଟୋବର ୧, ୩, ୮, ୧୦, ୧୫ ଓ ୧୭, ୨୦୨୬।
- ଟ୍ରେନ୍ ନମ୍ବର ୧୮୩୦୩ ସମ୍ବଲପୁର–ପୁରୀ ଏକ୍ସପ୍ରେସ — ସାକ୍ଷୀଗୋପାଳରେ ୧୩:୧୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୧୭୪୮୦ ତିରୁପତି–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୧୪:୪୦ ଘଣ୍ଟାରେ; ଅଗଷ୍ଟ ୨୫, ୨୬, ୨୮, ୨୯ ଓ ୩୧; ସେପ୍ଟେମ୍ବର ୧, ୨, ୪, ୫, ୭, ୮, ୯, ୧୧, ୧୨, ୧୪, ୧୫, ୧୬, ୧୮, ୧୯, ୨୧, ୨୨, ୨୩, ୨୫, ୨୬, ୨୮, ୨୯ ଓ ୩୦; ଏବଂ ଅକ୍ଟୋବର ୧, ୩, ୫, ୬, ୭, ୯, ୧୦, ୧୨, ୧୩, ୧୪, ୧୬, ୧୭, ୧୯ ଓ ୨୦, ୨୦୨୬।
- ଟ୍ରେନ୍ ନମ୍ବର ୨୨୨୦୧ ସିଆଲଦାହ–ପୁରୀ ଦୁରନ୍ତୋ ଏକ୍ସପ୍ରେସ — ମାଳତୀପାଟପୁରରେ ୦୪:୦୦ ଘଣ୍ଟାରେ; ଅଗଷ୍ଟ ୨୬, ୨୮ ଓ ୩୧; ସେପ୍ଟେମ୍ବର ୨, ୪, ୭, ୯, ୧୧, ୧୪, ୧୬, ୧୮, ୨୧, ୨୩, ୨୫, ୨୮ ଓ ୩୦; ଏବଂ ଅକ୍ଟୋବର ୨, ୫, ୭, ୯, ୧୨, ୧୪, ୧୬ ଓ ୧୯, ୨୦୨୬।
- ଟ୍ରେନ୍ ନମ୍ବର ୧୨୧୪୫ ଲୋକମାନ୍ୟ ତିଳକ ଟର୍ମିନସ୍–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୦୬:୨୫ ଘଣ୍ଟାରେ; ଅଗଷ୍ଟ ୩୦; ସେପ୍ଟେମ୍ବର ୬, ୧୩, ୨୦ ଓ ୨୭; ଏବଂ ଅକ୍ଟୋବର ୪, ୧୧ ଓ ୧୮, ୨୦୨୬।
- ଟ୍ରେନ୍ ନମ୍ବର ୧୫୬୪୪ କାମାଖ୍ୟା–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୦୭:୩୦ ଘଣ୍ଟାରେ; ଅଗଷ୍ଟ ୨୭; ସେପ୍ଟେମ୍ବର ୩, ୧୦, ୧୭ ଓ ୨୪; ଏବଂ ଅକ୍ଟୋବର ୧, ୮ ଓ ୧୫, ୨୦୨୬।
- ଟ୍ରେନ୍ ନମ୍ବର ୧୫୬୪୦ କାମାଖ୍ୟା–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୦୨:୪୫ ଘଣ୍ଟାରେ; ଅଗଷ୍ଟ ୩୦; ସେପ୍ଟେମ୍ବର ୬, ୧୩, ୨୦ ଓ ୨୭; ଏବଂ ଅକ୍ଟୋବର ୪, ୧୧ ଓ ୧୮, ୨୦୨୬।
- ଟ୍ରେନ୍ ନମ୍ବର ୨୦୯୧୭ ଇନ୍ଦୋର ଜଙ୍କସନ୍–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୧୮:୩୦ ଘଣ୍ଟାରେ; ଅଗଷ୍ଟ ୨୫; ସେପ୍ଟେମ୍ବର ୧, ୮, ୧୫, ୨୨ ଓ ୨୯; ଏବଂ ଅକ୍ଟୋବର ୬ ଓ ୧୩, ୨୦୨୬।
- ଟ୍ରେନ୍ ନମ୍ବର ୨୨୯୦୯ ଭଲସାଡ–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୦୯:୩୦ ଘଣ୍ଟାରେ; ଅଗଷ୍ଟ ୨୭; ସେପ୍ଟେମ୍ବର ୩, ୧୦, ୧୭ ଓ ୨୪; ଏବଂ ଅକ୍ଟୋବର ୧, ୮ ଓ ୧୫, ୨୦୨୬।
- ଟ୍ରେନ୍ ନମ୍ବର ୨୦୪୭୧ ଶ୍ରୀଗଙ୍ଗାନଗର–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୦୯:୪୦ ଘଣ୍ଟାରେ; ଅଗଷ୍ଟ ୩୦; ସେପ୍ଟେମ୍ବର ୬, ୧୩, ୨୦ ଓ ୨୭; ଏବଂ ଅକ୍ଟୋବର ୪, ୧୧ ଓ ୧୮, ୨୦୨୬।
- ଟ୍ରେନ୍ ନମ୍ବର ୨୨୯୭୩ ଗାନ୍ଧୀଧାମ–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୦୭:୫୦ ଘଣ୍ଟାରେ; ଅଗଷ୍ଟ ୨୬; ସେପ୍ଟେମ୍ବର ୨, ୯, ୧୬, ୨୩ ଓ ୩୦; ଏବଂ ଅକ୍ଟୋବର ୭ ଓ ୧୪, ୨୦୨୬।
- ଟ୍ରେନ୍ ନମ୍ବର ୧୨୯୯୩ ଗାନ୍ଧୀଧାମ–ପୁରୀ ଏକ୍ସପ୍ରେସ — ମାଳତୀପାଟପୁରରେ ୧୪:୨୫ ଘଣ୍ଟାରେ; ଅଗଷ୍ଟ ୨୮; ସେପ୍ଟେମ୍ବର ୪, ୧୧, ୧୮ ଓ ୨୫; ଏବଂ ଅକ୍ଟୋବର ୨, ୯ ଓ ୧୬, ୨୦୨୬।
ଟ୍ରେନ୍ର ସ୍ୱଳ୍ପ-ଆରମ୍ଭ (Short-Origination)
ନିମ୍ନଲିଖିତ ଟ୍ରେନ୍ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁରୀ ପରିବର୍ତ୍ତେ ଅନ୍ୟ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ:
- ଟ୍ରେନ୍ ନମ୍ବର ୧୮୧୨୬ ପୁରୀ–ରାଉରକେଲା ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍ରୁ ୦୫:୪୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୬୮୪୪୨ ପୁରୀ–ଜଳେଶ୍ୱର MEMU — ଖୋର୍ଦ୍ଧା ରୋଡ୍ରୁ ୧୩:୪୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୧୮୩୦୪ ପୁରୀ–ସମ୍ବଲପୁର ଏକ୍ସପ୍ରେସ — ସାକ୍ଷୀଗୋପାଳରୁ ୧୬:୦୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୬୮୪୧୪ ପୁରୀ–ତାଳଚେର MEMU — ଖୋର୍ଦ୍ଧା ରୋଡ୍ରୁ ୧୮:୧୦ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ।
- ଟ୍ରେନ୍ ନମ୍ବର ୧୮୦୪୦ ପୁରୀ–ଶାଲିମାର ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍ରୁ ୦୦:୪୫ ଘଣ୍ଟାରେ; ଅଗଷ୍ଟ ୩୧; ସେପ୍ଟେମ୍ବର ୭, ୧୪, ୨୧ ଓ ୨୮; ଏବଂ ଅକ୍ଟୋବର ୫, ୧୨ ଓ ୧୯, ୨୦୨୬।
- ଟ୍ରେନ୍ ନମ୍ବର ୧୮୦୧୮ ପୁରୀ–ଭଞ୍ଜପୁର ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍ରୁ ୦୦:୫୦ ଘଣ୍ଟାରେ; ଅଗଷ୍ଟ ୨୮ ଓ ୩୦; ସେପ୍ଟେମ୍ବର ୪, ୬, ୧୧, ୧୩, ୧୮, ୨୦, ୨୫ ଓ ୨୭; ଏବଂ ଅକ୍ଟୋବର ୨, ୪, ୯, ୧୧, ୧୬ ଓ ୧୮, ୨୦୨୬।
- ଟ୍ରେନ୍ ନମ୍ବର ୧୭୪୭୯ ପୁରୀ–ତିରୁପତି ଏକ୍ସପ୍ରେସ — ମାଳତୀପାଟପୁରରୁ ୧୮:୪୦ ଘଣ୍ଟାରେ; ଅଗଷ୍ଟ ୨୬, ୨୭, ୨୮, ୩୦ ଓ ୩୧; ସେପ୍ଟେମ୍ବର ୨, ୩, ୪, ୬, ୭, ୯, ୧୦, ୧୧, ୧୩, ୧୪, ୧୬, ୧୭, ୧୮, ୨୦, ୨୧, ୨୩, ୨୪, ୨୫, ୨୭, ୨୮ ଓ ୩୦; ଏବଂ ଅକ୍ଟୋବର ୧, ୨, ୪, ୫, ୭, ୮, ୯, ୧୧, ୧୨, ୧୪, ୧୫, ୧୬, ୧୮ ଓ ୧୯, ୨୦୨୬।
- ଟ୍ରେନ୍ ନମ୍ବର ୨୨୨୦୨ ପୁରୀ–ସିଆଲଦାହ ଦୁରନ୍ତୋ ଏକ୍ସପ୍ରେସ — ମାଳତୀପାଟପୁରରୁ ୧୯:୩୫ ଘଣ୍ଟାରେ; ଅଗଷ୍ଟ ୨୫, ୨୭ ଓ ୨୯; ସେପ୍ଟେମ୍ବର ୧, ୩, ୫, ୮, ୧୦, ୧୨, ୧୫, ୧୭, ୧୯, ୨୨, ୨୪, ୨୬ ଓ ୨୯; ଏବଂ ଅକ୍ଟୋବର ୧, ୩, ୬, ୮, ୧୦, ୧୩, ୧୫, ୧୭ ଓ ୨୦, ୨୦୨୬।
- ଟ୍ରେନ୍ ନମ୍ବର ୧୨୧୪୬ ପୁରୀ–ଲୋକମାନ୍ୟ ତିଳକ ଟର୍ମିନସ୍ ଏକ୍ସପ୍ରେସ — ମାଳତୀପାଟପୁରରୁ ୨୧:୫୦ ଘଣ୍ଟାରେ; ଅଗଷ୍ଟ ୨୫; ସେପ୍ଟେମ୍ବର ୧, ୮, ୧୫, ୨୨ ଓ ୨୯; ଏବଂ ଅକ୍ଟୋବର ୬, ୧୩ ଓ ୨୦, ୨୦୨୬।
- ଟ୍ରେନ୍ ନମ୍ବର ୧୫୬୪୩ ପୁରୀ–କାମାଖ୍ୟା ଏକ୍ସପ୍ରେସ — ମାଳତୀପାଟପୁରରୁ ୨୨:୨୦ ଘଣ୍ଟାରେ; ଅଗଷ୍ଟ ୨୯; ସେପ୍ଟେମ୍ବର ୫, ୧୨, ୧୯ ଓ ୨୬; ଏବଂ ଅକ୍ଟୋବର ୩, ୧୦ ଓ ୧୭, ୨୦୨୬।
- ଟ୍ରେନ୍ ନମ୍ବର ୧୫୬୩୯ ପୁରୀ–କାମାଖ୍ୟା ଏକ୍ସପ୍ରେସ — ମାଳତୀପାଟପୁରରୁ ୧୫:୦୫ ଘଣ୍ଟାରେ; ଅଗଷ୍ଟ ୨୫; ସେପ୍ଟେମ୍ବର ୧, ୮, ୧୫, ୨୨ ଓ ୨୯; ଏବଂ ଅକ୍ଟୋବର ୬, ୧୩ ଓ ୨୦, ୨୦୨୬।
- ଟ୍ରେନ୍ ନମ୍ବର ୨୦୯୧୮ ପୁରୀ–ଇନ୍ଦୋର ଜଙ୍କସନ୍ ଏକ୍ସପ୍ରେସ — ମାଳତୀପାଟପୁରରୁ ୦୦:୪୦ ଘଣ୍ଟାରେ; ଅଗଷ୍ଟ ୨୭; ସେପ୍ଟେମ୍ବର ୩, ୧୦, ୧୭ ଓ ୨୪; ଏବଂ ଅକ୍ଟୋବର ୧, ୮ ଓ ୧୫, ୨୦୨୬।
- ଟ୍ରେନ୍ ନମ୍ବର ୨୨୯୧୦ ପୁରୀ–ଭଲସାଡ ଏକ୍ସପ୍ରେସ — ମାଳତୀପାଟପୁରରୁ ୦୦:୪୦ ଘଣ୍ଟାରେ; ଅଗଷ୍ଟ ୩୦; ସେପ୍ଟେମ୍ବର ୬, ୧୩, ୨୦ ଓ ୨୭; ଏବଂ ଅକ୍ଟୋବର ୪, ୧୧ ଓ ୧୮, ୨୦୨୬।
- ଟ୍ରେନ୍ ନମ୍ବର ୨୦୪୭୨ ପୁରୀ–ଶ୍ରୀଗଙ୍ଗାନଗର ଏକ୍ସପ୍ରେସ — ମାଳତୀପାଟପୁରରୁ ୦୬:୫୦ ଘଣ୍ଟାରେ; ଅଗଷ୍ଟ ୨୬; ସେପ୍ଟେମ୍ବର ୨, ୯, ୧୬, ୨୩ ଓ ୩୦; ଏବଂ ଅକ୍ଟୋବର ୭ ଓ ୧୪, ୨୦୨୬।
- ଟ୍ରେନ୍ ନମ୍ବର ୨୨୯୭୪ ପୁରୀ–ଗାନ୍ଧୀଧାମ ଏକ୍ସପ୍ରେସ — ମାଳତୀପାଟପୁରରୁ ୧୧:୨୫ ଘଣ୍ଟାରେ; ଅଗଷ୍ଟ ୨୯; ସେପ୍ଟେମ୍ବର ୫, ୧୨, ୧୯ ଓ ୨୬; ଏବଂ ଅକ୍ଟୋବର ୩, ୧୦ ଓ ୧୭, ୨୦୨୬।
- ଟ୍ରେନ୍ ନମ୍ବର ୧୨୯୯୪ ପୁରୀ–ଗାନ୍ଧୀଧାମ ଏକ୍ସପ୍ରେସ — ମାଳତୀପାଟପୁରରୁ ୧୯:୫୫ ଘଣ୍ଟାରେ; ଅଗଷ୍ଟ ୩୧; ସେପ୍ଟେମ୍ବର ୭, ୧୪, ୨୧ ଓ ୨୮; ଏବଂ ଅକ୍ଟୋବର ୫, ୧୨ ଓ ୧୯, ୨୦୨୬।
ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

