ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ମ୍ୟାଚ ଦେଖିବାକୁ ବାରବାଟୀ ଆସୁଛନ୍ତି କି ? କେମିତି ଆସିବେ ବାରବାଟୀ ? କେଉଁଠି କରିବେ ଗାଡି ପାର୍କିଂ ? ଭିଭିଆଇପି ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ପାସ ଇସ୍ୟୁ କରିଛି ଓଡିଶା କ୍ରିକେଟ ଆସୋସିଏସନ । କିନ୍ତୁ ସାଧାରଣ ଦର୍ଶକ କେଉଁଠି କରିବେ ପାର୍କିଂ । କେମିତି ସୁବିଧାରେ ଗାଡି ପାର୍କିଂ କରି ବାରବାଟୀରେ ପହଁଚି ପାରିବେ

