କଟକ : କଟକ ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ ଠାକୁରାଣୀଙ୍କର ଶରତ କାଳୀନ ସୋଡୋଷ ଦିନାତ୍ମକ ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଶହଶ୍ର କୁମ୍ବା ଭିଶେଖ ଘଟ ସ୍ଥାପନା । ମହାନଦୀ କୂଳରେ ମା ଙ୍କ ଘଟ ବିଧିବଦ୍ଧ ଭାବେ ପୂଜାର୍ଚନା କରି ମନ୍ଦିର କୁ ନିଆଯିବ । ମା ସୋଡୋଷ ଦିନାତ୍ମକ ପୂଜାର ପ୍ରଥମ ଦିନ ରେ ମା କଟକ ଚଣ୍ଡୀ ସୁନା ବେଶ ରେ ଦର୍ଶନ ଦେଉଛନ୍ତି । ଆଜି ଏବଂ ଆସନ୍ତାକାଲି ମା ସୁନା ବେଶ ରେ ଭକ୍ତ ମାନଂକୁ ଦର୍ଶନ ଦେବେ । ପୂଜା,ବାଜା, ଘଣ୍ଟ, ତାଳ ରେ ମା ଆଜି ଧରା ପୃଷ୍ଟ କୁ ଅବତରଣ କରିବେ ।

