ପବିତ୍ର ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ପାଇଁ ଚାଲି ଚାଲି ଯାଉଥିବା ପୁଣ୍ୟାତ୍ମା ବୋଲବମ୍ କାଉଡ଼ିଆ


ଭାଇଭଉଣୀଙ୍କ ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। କୋଠାର ଛକଠାରେ ବାବାଙ୍କ ନାମ ଜପି ଆଗେଇ ଚାଲିଥିବା ଭକ୍ତମାନଙ୍କ ପାଦ ଧୋଇ, ସେମାନଙ୍କ ପଦସେବା କରି ମନ ଅପୂର୍ବ ଶାନ୍ତି ଓ ଭାବାବେଗରେ ଭରିଗଲା।


ବାବା ଆଖଣ୍ଡଳମଣି ସମସ୍ତଙ୍କର ମଙ୍ଗଳ କରନ୍ତୁ, ପ୍ରତ୍ୟେକ ଶିବଭକ୍ତଙ୍କ ଯାତ୍ରା ସୁଖଦ ଓ ଫଳପ୍ରଦ ହେଉ।

