ରାଜ୍ୟ

ରେମୁଣା ବିଧାୟକଙ୍କ ପାଳସିଆ ଉପସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Spread the love

ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଅଞ୍ଚଳ ବାସୀଙ୍କ ସହିତ କଲ୍ୟାଣପୁର ପଞ୍ଚାୟତ ସ୍ଥିତ ପାଳସିଆ ଉପସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।

ହସ୍ପିଟାଲରେ ସ୍ଥାନୀୟ ଲୋକେ ଯେମିତି ଚିକିତ୍ସାରୁ ଅବହେଳିତ ନ ହୁଅନ୍ତୁ ଚିକିତ୍ସିତ ହୋଇପାରିବେ ସେ ନେଇ କାର୍ଯ୍ୟରତ ଡାକ୍ତରଙ୍କ ହସ ଆଲୋଚନା କରିଥିଲେ। ଏହି ଅବସରରେ ରେମୁଣା ସାଂସଦ ପ୍ରତିନିଧି ଉମାକାନ୍ତ ଜେନା, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ବିବେକ ବିକାଶ ରାଉତ, କାର୍ତ୍ତିକ ଚନ୍ଦ୍ର ସାହୁ, ଶିବ ନାରାୟଣ ଦାସ, ଲକ୍ଷ୍ମୀ ନାରାୟଣ ଗିରି, ଲୋକନାଥ ଓଝା, ପାର୍ଥିବ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!