ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡାଜୀଙ୍କୁ ଭେଟି ଓଡ଼ିଶା ବିଶେଷକରି ବାଲେଶ୍ୱର ସ୍ୱାସ୍ଥ୍ୟସେବା ସମସ୍ୟା ଉପରେ ଆଲୋଚନା କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।
ମୁଖ୍ୟତଃ ତିନୋଟି ବିଷୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
୧. ବାଲେଶ୍ୱରରେ କର୍କଟ ହସ୍ପିଟାଲ
୨. ବାଲେଶ୍ୱରରେ AIIMS ସାଟେଲାଇଟ୍ ସେଣ୍ଟର କାର୍ଯ୍ୟକ୍ଷମ
୩. ବାଲେଶ୍ୱରରେ CGHS ୱେଲନେସ୍ ସେଣ୍ଟର ସ୍ଥାପନ

