ତିହିଡ଼ି, ୨୯.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଚଳିତ ବନ୍ୟାରେ ୧୯ ପ ।ୟତର : ७९ ଗ୍ରାମ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ମୋଟ୍ ୭୧ ହଜାର ଲୋକେ ବନ୍ୟାକ୍ଳିଷ୍ଟରେ କାଳାତିପାତ କରୁଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ କରାଯାଇଛି । ବୁଧବାର ମଧ୍ୟ ୪୮ ହଜାର ୨ ଶହ ଲୋକଙ୍କୁ ରକ୍ଷା ଯୋଗାଇ ଦିଆ ଯାଇଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଗାଁର ଘର ଘର ବୁଲି ବନ୍ୟା ଦନ୍ଯା ପ୍ରଭାବିତ ଲୋକଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି । କାହାରି ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ସମସ୍ତ ପ୍ରକାରର ସଜାଗ୍ ରହିବାକୁ ବିଡିଓ ନିରଞ୍ଜନ ବାରିକ ବାରିକ ପରାମର୍ଶ ଦେଇଛନ୍ତି। ଉପର ମୁଣ୍ଡରୁ ବର୍ଷା ଜଳ ତଳିଆ ଅଂଚଳକୁ ଖସିବା ପରେ ଏବେ ତଳିଆ ଅଂଚଳରେ ଅଧୂକ ଦେଖା ଦେଇଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଏହା ନିଷ୍କାସନ ହୋଇଯିବ ବୋଲି ଆକଳନ କରା ଯାଉଛି । ବ୍ଳକର ବାରୋ, ବିଲଣା, ତଳଗୋପବିନ୍ଧା, ବୋଡକ, ଦୋଳସାହି, କାଁପଡା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର, କୋହ୍ଲ, ଫତେପୁର, ସିନ୍ଦୋଳ, ସୟା, ଅଚକ, ହରସିଂହପୁର, ସାହାପୁର, ରାଜନଗର, ଜାମଯୋଡି, ନରେନ୍ଦ୍ରପୁର ପଞାୟତ ବନ୍ୟା ଘେରରେ ରହିଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମେଡି ମେଡିକାଲ ଫେସିଲିଟ୍ ସମେତ ପାନୀୟ ଜଳ ଯୋଗାଣ ଯାଗାଣ, ଗୋଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ବନ୍ୟା ଜଳ କମିବା ପରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିବା ନିଶ୍ଚୟ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧୂକ ସଜାଗ୍ ରହିବାକୁରେ ସାଧାରଣରେ ଦାବୀ ହେଉଛି ।

