ରାଜ୍ୟ

ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ, ବିନ୍ଦୁସାଗର ପୁଷ୍କରିଣୀ କୂଳରେ ଚାଲିଛି ତିଳ ତର୍ପଣ

Spread the love

ଭୁବନେଶ୍ବର: ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା। ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପୁରୁଷଙ୍କୁ ପିଣ୍ଡଦାନ ଉଦ୍ଦେଶ୍ୟରେ ବିନ୍ଦୁସାଗର କୂଳକୁ ଲୋକମାନେ ସକାଳୁ ସକାଳୁ ଆସିଛନ୍ତି। ବ୍ରାହ୍ମଣଙ୍କ ମନ୍ତ୍ରପାଠ ସମେତ ଚାଲିଛି ତିଳ ତର୍ପଣ। ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ପୁଷ୍କରିଣୀ କୂଳରେ ସକାଳୁ ସକାଳୁ ଜମା ହୋଇଛନ୍ତି ଲୋକ। ତିଳ ତର୍ପଣ କରି ପିତୃପୁରୁଷଙ୍କୁ ଶ୍ରଦ୍ଧା ସ୍ୱରୂପ ପିଣ୍ଡ ଦେଉଛନ୍ତି।ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା। ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ। ପିତୃପୁରୁଷଙ୍କୁ ପିଣ୍ଡଦାନ ଉଦ୍ଦେଶ୍ୟରେ ବିନ୍ଦୁସାଗର କୂଳକୁ ଲୋକମାନେ ସକାଳୁ ସକାଳୁ ଆସିଛନ୍ତି। ବ୍ରାହ୍ମଣଙ୍କ ମନ୍ତ୍ରପାଠ ସମେତ ଚାଲିଛି ତିଳ ତର୍ପଣ। ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ପୁଷ୍କରିଣୀ କୂଳରେ ସକାଳୁ ସକାଳୁ ଜମା ହୋଇଛନ୍ତି ଲୋକ। ତିଳ ତର୍ପଣ କରି ପିତୃପୁରୁଷଙ୍କୁ ଶ୍ରଦ୍ଧା ସ୍ୱରୂପ ପିଣ୍ଡ ଦେଉଛନ୍ତି।

Leave a Reply

Your email address will not be published. Required fields are marked *